କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ୨% ମହଙ୍ଗା ଭତ୍ତା ବୃଦ୍ଧିକୁ ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ ମଞ୍ଜୁର କରିଛି। ଗତ ଜୁଲାଇ ମାସ ଠାରୁ ଏହା ଲାଗୁ ହେବ। ପୂର୍ବରୁ କେନ୍ଦ୍ର ସରକାରୀ ଚାକିରିଆମାନେ ୭% ମହଙ୍ଗା ଭତ୍ତା ପାଇଥିଲେ। ଏବେ ତାହା ୯% ହେଲା। ମାର୍ଚ ମାସରେ କେନ୍ଦ୍ରୀୟ କ୍ୟାବିନେଟ୍‌ ମହଙ୍ଗା ଭତ୍ତା ୫%ରୁ ୭%କୁ ବୃଦ୍ଧି କରାଇଥିଲା। ଚଳିବା ପାଇଁ ଦିଆ ଯାଉଥିବା ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ … Continue reading କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଲା କ୍ୟାବିନେଟ୍‌